ତିହିଡି ବ୍ଲକରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଓରମାସ ପକ୍ଷରୁ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ବିଲଣା, ବାରୋ ଓ ବୋଡ଼କ ପଞ୍ଚାୟତକୁ ନେଇ ଗତକାଲି ବିଲନା ମହିଳା ମହାସଂଘ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଏପିଡ଼ି ରୂପାଲି ମହାପାତ୍ର ଯୋଗଦେଇ ଏହି ଯୋଜନା ମାଧ୍ୟମରେ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ଦେଉଛି। ବ୍ଲକ ଅଧ୍ୟକ୍ଷା ସୁଶ୍ରୀ … Continue reading ତିହିଡି ବ୍ଲକରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋୖଶଲ୍ୟ ଶିବିର ଅନୁଷ୍ଠିତ